Sunday, 25 May 2025

ଆହାଃ କେବେ ବଡ ଠାକୁର

ଆହାଃ କେବେ ବଡ ଠାକୁର ଆହାଃ ଏଡ଼େ ତୁଛ ମାଗୁଣି କେମିତି ବଢ଼ାନ୍ତି ହାତ ସଙ୍କୋଚେ ନିଜକୁ ମଣିଲି ନିଉନ ଆହାଃ କେଡେ ପବିତ୍ର ଆଖି ବେନି ଏଡ଼େ ବଡ ପାତକୀ କେମିତି ହୃଦେ ଥୁଅନ୍ତି ଗରୁଡ ପଛରେ ହୋଇଲି ମଉନ

No comments:

Post a Comment