Sunday, 18 May 2025

ମା ଦୁର୍ଗତି ନାଶିନୀ ଦୁର୍ଗା ତୁମ ଭଉଣୀ

ମା ଦୁର୍ଗତି ନାଶିନୀ ଦୁର୍ଗା ତୁମ ଭଉଣୀ ଦେବ ଦେବ ମହାଦେବ ତୁମ ଭିଣେଇ ପତିତପାବନ ବାନା ଉଡଇ ଫର ଫର ହେ ଚକାଡୋଳା ଚାହିଁ ଦିଅନ୍ତୁ କଣେଇ

No comments:

Post a Comment