Thursday, 29 May 2025

ଯିଏ ସଦା ଚିନ୍ତା କରେ ବଂଶୀ ବଦନଙ୍କୁ

ଯିଏ ସଦା ଚିନ୍ତା କରେ ବଂଶୀ ବଦନଙ୍କୁ ତାକୁ ଏହି ସଂସାର ବୋଝ ଭାରି ହାଲୁକା କୃଷ୍ଣ ନାମ କୃଷ୍ଣ ଲୀଳା କୃଷ୍ଣ ରୂପ ଅମୃତ ବିନା ପରିଶ୍ରମର ଧନକୁ ମଣେ ବାଲୁକା

No comments:

Post a Comment