Saturday, 24 May 2025

ନିଦ୍ରା ତେଜ ହେ ପୀତବାସ

ନିଦ୍ରା ତେଜ ହେ ପୀତବାସ ବନମାଳୀ ବାସୁଦେବ ହେ କମଳ ନୟନ କମଳ ଚରଣ ମୁରଲୀ ବଦନ ନିଦ୍ରା ତେଜ ହେ ରବି ଶଶୀ ତେଜ ଜଗତ ମଙ୍ଗଳ ସୁପ୍ରଭାତଂ ସୁପ୍ରଭାତଂ କୃଷ୍ଣ ଅଖିଳ ଜୀବ ଜୀବନ

No comments:

Post a Comment