Wednesday, 28 May 2025

ଓଁ ଶ୍ରୀ ସାଇରାମ ତୁମ୍ଭର

ଓଁ ଶ୍ରୀ ସାଇରାମ ତୁମ୍ଭର ବଚନ ଅମୃତ ଓଁ ଶ୍ରୀ ସାଇରାମ ଅମୃତେ ଉଚ୍ଛୁଳେ ହୃଦ ଯେବେ ତୁମ୍ଭେ ଉଚ୍ଚାର ରାମ ରାମ ଓଁ ଶ୍ରୀ ସାଇରାମ ତୁମ୍ଭର ବଚନ ଅମୃତ ଓଁ ଶ୍ରୀ ସାଇରାମ ଯେ ଶୁଣିଛି ଅବଶ୍ୟ କହିବ ସନ୍ତାପିତକୁ କେଡେ ଆରାମ

No comments:

Post a Comment