Sunday, 25 May 2025

କୃଷ୍ଣ କୃଷ୍ଣ କୃଷ୍ଣ ନାମ ଜପରେ ମୋର ମାନସ

କୃଷ୍ଣ କୃଷ୍ଣ କୃଷ୍ଣ ନାମ ଜପରେ ମୋର ମାନସ ଏହି ଶରୀର ହୃଦୟ କର୍ମ ହୋଇଯିବ ନିର୍ମଳ କୃଷ୍ଣ କୃଷ୍ଣ କୃଷ୍ଣ ରୂପ ଚିନ୍ତରେ ମୋର ମାନସ ବଚନ ହୋଇଯିବ କୋକିଳ କଣ୍ଠ କୋମଳ

No comments:

Post a Comment