A flower with 4 petals
Saturday, 31 May 2025
ଶୁଦ୍ର କୁଳରେ ଜନ୍ମ ହେଲି ହେ କମଳ ଆଖି ଚକାଡୋଳା
ଶୁଦ୍ର କୁଳରେ ଜନ୍ମ ହେଲି ହେ କମଳ ଆଖି ଚକାଡୋଳା ହୃଦୟ ଜ୍ଞାନ ଭକ୍ତି ଶୁନ୍ୟ ଆକଟ କରି ନ ପାରିଲି ମନକୁ ଶ୍ରୀମଦ ଭାଗବତ ଶ୍ଳୋକ ଏହି ମୁଢ ମଥାରେ ନ ପଶେ ଛନ୍ଦା ପାଦରେ ଶରଣ ଦିଅ କାନ ପାରିଛି ବେଣୁ ସ୍ୱନକୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment