Thursday, 29 May 2025

ଏଡିକି ଦୁର୍ବୋଧ ତୋର ମାୟା ହେ ଗୋବିନ୍ଦ

ଏଡିକି ଦୁର୍ବୋଧ ତୋର ମାୟା ହେ ଗୋବିନ୍ଦ ଏହି ସଂସାରେ ବୁଝିବାକୁ ଅଛଇ କିଏ ସମର୍ଥ ତୋର ନାମ ରୂପ ଲୀଳା ସ୍ମରଣେ ଦିନ ଯାଉ ଏହି ମହାପତିତ ବୁଝେ ଏହି ଜୀବନର ଅର୍ଥ

No comments:

Post a Comment