Friday, 23 May 2025

ନବଧା ଭକ୍ତିରେ ସଂସାର ବାନ୍ଧିଲା

ନବଧା ଭକ୍ତିରେ ତୋତେ ଏହି ସଂସାର ଭିଡିକି ବାନ୍ଧିଛି ହେ ଗୋବିନ୍ଦ ହେ ବାସୁଦେବ ମୁହିଁ ଅତି ବଡ ଅଭାବୀ ମନ୍ତ୍ର ତନ୍ତ୍ର ଯୋଗ ଜ୍ଞାନ ସକଳରେ ମୁହିଁ ଅତ୍ୟନ୍ତ ଦରିଦ୍ର ତୋ ମୃଦ୍ୟୁ ଛନ୍ଦାପାଦ ଶବ୍ଦକୁ ଦିନ ସରେ ଭାବି ଭାବି

No comments:

Post a Comment