Monday, 26 May 2025

ତୁମ୍ଭେ ବିଶ୍ୱ ଜମିଦାର ହେ ଚକାଡୋଳା

ତୁମ୍ଭେ ବିଶ୍ୱ ଜମିଦାର ହେ ଚକାଡୋଳା ଏହି ଦୀନ ହୀନ ତୋ କ୍ଷେତ ମଜୁରିଆ ତୁମ୍ଭ ପଦ୍ମ କର ଉପରେ ହେ ମହାବାହୁ ଛନ୍ଦାପାଦରେ ହାତ ପାତିଛି ନିଜୋରିଆ

No comments:

Post a Comment