Tuesday, 20 May 2025

ଚାହାଁ ଲୋ ମିତଣୀ କେଡେ ବଡ ବଡ଼ ଅପଲକ

ଚାହାଁ ଲୋ ମିତଣୀ କେଡେ ବଡ ବଡ଼ ଅପଲକ ଦୁଇ ଆକ୍ଷି ଅମାବାସ୍ୟା ରାତିରେ କିବା କୁମାର ପୂର୍ଣ୍ଣିମାର ଜହ୍ନ ଉଇଁଛି ଆଲୋ ଚାହାଁ ତା ବିଶାଳ ଛାତିକୁ କେତେ ତୁଳସୀର ମାଳା ମନ ଶବରୀ କୁଟିରେ ଦୁଆରେ କି ଶ୍ରୀରାମ ଉଭା ହୋଇଛି

No comments:

Post a Comment