Saturday, 24 May 2025

ନିଦ୍ରା ତେଜ ଚାଁହ ହେ କମଳ ଆଖି

ନିଦ୍ରା ତେଜି ଚାଁହ ହେ କମଳ ଆଖି ରବି ଚନ୍ଦ୍ର ମୁଖ ଜଗନ୍ନାଥ ଉଠ ଉଠ ତୋ ପାଦ ଦର୍ଶନରେ ଏଡ଼େ ଆନନ୍ଦ ଛୁଇଁଦେଲେ ଭୁଲିଯାଏ ସକଳ କଷ୍ଟ

No comments:

Post a Comment