Thursday, 22 May 2025

ଦୀପର ଶିଖା ସମାନ ଜଳି ଯାଉଥିବି

ଦୀପର ଶିଖା ସମାନ ଜଳି ଯାଉଥିବି କୃଷ୍ଣ ଛନ୍ଦାପାଦକୁ ମୁଁ ଢଳି ଯାଉଥିବି ଏଡେ ଠାକୁରଙ୍କୁ କି ଅବା ମାଗିବି ମୁଁ କଳା ବଦନକୁ ଚାହିଁ ଭାବି ହେଉଥିବି

No comments:

Post a Comment