Sunday, 25 May 2025

ଆହାଃ ମୁହିଁ କେଡେ ମୂଢ଼ ସଂସାରୀ

ଆହାଃ ମୁହିଁ କେଡେ ମୂଢ଼ ସଂସାରୀ ଫେରି କରେ ଷଡ ବିକାର ବିଷ୍ଣୁ କୃପାରେ ମୂଢ଼ ବୈଷ୍ଣବ ଓଳିରେ ଆଶା ଗଣ୍ଠୁଲି ଥୋଇଲା ଜୀବନ ସଞ୍ଜରେ ମୂଢ଼େ ଗୋବିନ୍ଦ ଆରତି ଦର୍ଶନ କୃପା କଲେ ଛନ୍ଦାପାଦ ପୀତବାସ ବନମାଳୀ ବଂଶୀ ବଦନ ଚିତ୍ତ ମୋହିଲା

No comments:

Post a Comment