Thursday, 8 May 2025

ଆଖି କାନ ମନ ବୁଦ୍ଧି ଖୋଜି ପାଇଥିଲେ ତୋତେ କୃଷ୍ଣ

ଆଖି କାନ ମନ ବୁଦ୍ଧି ଖୋଜି ପାଇଥିଲେ ତୋତେ କୃଷ୍ଣ ତୋ କମଳ ଛନ୍ଦାପାଦକୁ ହୃଦୟ କମଳରେ ସାଇତିଥାନ୍ତି ଜ୍ଞାନ ଯୋଗ ଭକ୍ତି ମନ୍ତ୍ର ତନ୍ତ୍ର କିଛି ଜାଣିନି ଏହି ପତିତ ମା କମଳା ସେବିତ ପାଦକୁ ଧୀରେ ସଧିରେ ଘଷିଥାନ୍ତି 🙏🙏🙏

No comments:

Post a Comment