Friday, 2 May 2025

ଯେତେ ଫେରି ଅନେଇଲେ ତୋତେରେ ଅଧାଗଢା

ଯେତେ ଫେରି ଅନେଇଲେ ତୋତେରେ ଅଧାଗଢା ସତ କହରେ ଅପଲକ କିଏ ଅବା ନ ହେଲା ବାଇ କି ମହନୀ ଅଛି ତୁମ ସେହି ଦୁଇ ଚକାଡ଼ୋଳାରେ ହେ ପିତା ନିମ୍ବଦାରୁ ଗୋଟିଏ ଭଉଣୀ ଦୁଇ ଭାଇ

No comments:

Post a Comment