Friday, 16 May 2025

ବୃକ୍ଷ ସମାନ ତୁମ୍ଭରି ସ୍ଵଭାଵ ହେ ଗୋବିନ୍ଦ

ବୃକ୍ଷ ସମାନ ତୁମ୍ଭରି ସ୍ଵଭାଵ ହେ ଗୋବିନ୍ଦ ବିନା ପ୍ରତି ଆଶାରେ ଅଖିଳର ସେବା କରୁ ଚନ୍ଦ୍ର ସୂର୍ଯ୍ୟ ତୁମ୍ଭରି ଅପଲକ ସୁଧା ନୟନ ବିନା ପଇସାରେ ହୃଦୟ ଆନନ୍ଦରେ ଭରୁ

No comments:

Post a Comment