Saturday, 3 May 2025

ଉଦାର ଅପଲକ ଯଦି ନ ଠାରିଦେବେ

ଉଦାର ଅପଲକ ଯଦି ନ ଠାରିଦେବେ ଆଖିପତା କାହୁଁବା ଏହି ମହା ପତିତ ଲଭିବଇଁ କୃଷ୍ଣ ଭାବନା ସାଧନ କହିଲେ ଚକ୍ଷୁ କର୍ଣ୍ଣ ଚଞ୍ଚଳ ମନ କ୍ଷୀଣ ବୁଦ୍ଧି ନିଷ୍କାମ ଦୁଃସାଧ୍ୟ ବିକାର ଦିଅନ୍ତି ଅନେକ ଯାତନା

No comments:

Post a Comment