Saturday, 10 May 2025

ସୂର୍ଯ୍ୟ ଚନ୍ଦ୍ର ବଦନରୁ ଝରିପଡ଼ୁଥିବ

ସୂର୍ଯ୍ୟ ଚନ୍ଦ୍ର ବଦନରୁ ଝରିପଡ଼ୁଥିବ କରୁଣା ଧାରା ଝର ଝର ଆଜି କ୍ଷେତ୍ର ଯିବା ମୋର ଚଞ୍ଚଳ ମନରେ ଗଣ୍ଠିଲି ସଜ କର ବଡ ହଟିଆ ପୁରୀ ପଣ୍ଡା ପ୍ରଭୁଙ୍କୁ ସ୍ପର୍ଶ ବହୁତ ବାରଣ କରିବେ ମୋର ଚଞ୍ଚଳ ମନ ତୁ ଧାଇଁ ଯାଇ ଛୁଇଁ ଦେବୁ ରଙ୍ଗା ପୟର

No comments:

Post a Comment