Saturday, 10 May 2025

ପାଣ୍ଡଵ ପାଞ୍ଚ ଭାଇଙ୍କୁ ଯେତେ ଅମଙ୍ଗରୁ

ପାଣ୍ଡଵ ପାଞ୍ଚ ଭାଇଙ୍କୁ ଯେତେ ବଡ ବଡ ଅମଙ୍ଗରୁ ଉଦ୍ଧାରିଛ ମହାବାହୁ ହେ ସର୍ବ ସଂହା ଉଦାର ଚକାଡୋଳା କରୁଣା ବାରିଧି କିଛି କିଛି ଶୁଣିଅଛି ତୁଳସୀ ଦୟଣା ସୁଶୋଭିତ ଅତି ବିଶାଳ ବକ୍ଷ ଦେଖିଣ ତୃଷିତ ମହାବାହୁ ହେ ବଂଶୀ ବଦନ ଛନ୍ଦାପାଦରେ ଲୋଟନ୍ତି ଭଦ୍ରା ପାଦରେ ଅଳି କରିଅଛି

No comments:

Post a Comment