Friday, 2 May 2025

ଗୋବିନ୍ଦ ଛନ୍ଦା ପାଦ ହେଉ ଏହି ପତିତର ଠିକଣା

ଗୋବିନ୍ଦ ଛନ୍ଦା ପାଦ ହେଉ ଏହି ପତିତର ଠିକଣା ଏହି ଘୋର ମାୟା ସଂସାରେ ହେଲି ବାଟ ବଣା ହେ ଦୟାଵନ୍ତ ଦୟାକଲେ ଅବଶ୍ୟ ଦର୍ଶନ ଲଭିବି ପଛେ ପଛେ ଯିବି ବାଟ କଢ଼ାଉଥିବ ସାତ ଫଣା

No comments:

Post a Comment