Wednesday, 14 May 2025

ଓଁ ଶ୍ରୀ ସାଇରାମ ଓଁ ଶ୍ରୀ ସାଇରାମ ଓଁ ଶ୍ରୀ ସାଇରାମ

ଓଁ ଶ୍ରୀ ସାଇରାମ ପାପ ବିଧ୍ୱଂସିନୀ ମା ଗଙ୍ଗା ଏହି ପାପୀର ନିରନ୍ତର ସ୍ନାନ କରିବାବୁ ମନ ଓଁ ସାଇରାମ ଅବତାର କ୍ଷମାରେ ନାରାୟଣ ଚରଣ କମଳରେ ମୁହିଁ ସଦା କରିଅଛି ଧ୍ୟାନ ଓଁ ଶ୍ରୀ ସାଇରାମ କରୁଣାସିନ୍ଧୁ ଚକାଡୋଳା ଭୁଜ ଛାୟାକୁ ଭରସା କରିଅଛି ଏହି ଦୀନ ଓଁ ଶ୍ରୀ ସାଇରାମ ଶରଣ ପଞ୍ଜର ଗୋବିନ୍ଦ ଓଁ ଶ୍ରୀ ସାଇରାମ ଉଚ୍ଚାରଣ ହୃଦୟ ଚନ୍ଦନ ଓଁ ଶ୍ରୀ ସାଇରାମ ସତ୍ୟର ସ୍ୱରୂପ ଶ୍ରୀରାମ ମାୟା ବନ୍ଧନରୁ ଉଦ୍ଧାର କରନ୍ତି ଶ୍ରିତଜନ ଓଁ ଶ୍ରୀ ସାଇରାମ ହୃଦୟ ଅଖଣ୍ଡ ଜ୍ୟୋତି ଦିବ୍ୟ ଆଲୋକରେ ଉଦ୍ଭାସିତ ସର୍ବ ଧର୍ମ ଓଁ ଶ୍ରୀ ସାଇରାମ ଶାନ୍ତିର ପ୍ରଶାନ୍ତି ନିଳୟ ନିରନ୍ତର ବହୁତ ଆନନ୍ଦିତ ଉଲ୍ଲାସିତ ମନ ଓଁ ଶ୍ରୀ ସାଇରାମ ଅହିଂସା ବୁଦ୍ଧ ଅବତାର ଭକ୍ତିରେ ବିଭୁତି ଘେନିଲେ ଶରି ଜର ଶୂନ୍ୟ ଓଁ ଶ୍ରୀ ସାଇରାମ ଓଁ ଶ୍ରୀ ସାଇରାମ ଓଁ ଶ୍ରୀ ସାଇରାମ

No comments:

Post a Comment