Friday, 9 May 2025

ଏହି ମୋର ହାତରେ ଯେତେ ମୁଁ ପତ୍ର ଲେଖିଛି

ଏହି ମୋର ହାତରେ ଯେତେ ମୁଁ ପତ୍ର ଲେଖିଛି ସବୁଠାରୁ ଭାବ ପୂର୍ଣ୍ଣ ଶ୍ରୀଗୋବିନ୍ଦଙ୍କୁ ପ୍ରେମ ପତ୍ର ଏହି ମୋ ହାତରେ ଯେତେ ବିଗ୍ରହ ସ୍ପର୍ଶ କରିଛି ଶ୍ରୀଗୋବିନ୍ଦଙ୍କ ଛନ୍ଦାପାଦ ସ୍ପର୍ଶରେ ପାବନ ଗାତ୍ର

No comments:

Post a Comment