Friday, 9 May 2025

ହେ ଅଖଣ୍ଡ ବ୍ରହ୍ମ ଜୀବ ଜୀବନ ଚନ୍ଦନ ଅର୍ଗଳୀ ବ୍ରହ୍ମଦାରୁ

ହେ ଅଖଣ୍ଡ ବ୍ରହ୍ମ ଜୀବ ଜୀବନ ଚନ୍ଦନ ଅର୍ଗଳୀ ବ୍ରହ୍ମଦାରୁ ପାଦ ନାହିଁ ବୋଲି ତୁମର ଭୂମିରେ ଶୋଇ ଶୋଇ ଚାଲ ହେ ଅଖଣ୍ଡ ବ୍ରହ୍ମ ଜୀବ ଜୀବନ ଚନ୍ଦନ ଅର୍ଗଳୀ ବ୍ରହ୍ମଦାରୁ ହାତ ନାହିଁ ଜଳାଶୟେ ଥଣ୍ଟ ବୁଡାଇ ଶୋଷ ମେଣ୍ଟାଇଲ ହେ ଅଖଣ୍ଡ ବ୍ରହ୍ମ ଜୀବ ଜୀବନ ଚନ୍ଦନ ଅର୍ଗଳୀ ବ୍ରହ୍ମଦାରୁ ଶରଣ ରକ୍ଷଣ ବାନା ପାଣ୍ଡଵ ଲାଗି ଗଧ ପାଦକୁ ଧଇଲ ହେ ଅଖଣ୍ଡ ବ୍ରହ୍ମ ଜୀବ ଜୀବନ ଚନ୍ଦନ ଅର୍ଗଳୀ ବ୍ରହ୍ମଦାରୁ ଭକ୍ତ ଚନ୍ଦନ ଗୋବିନ୍ଦ ରାଧା ପାଦକୁ ଶିରରେ ଥୋଇଲ

No comments:

Post a Comment