Monday, 5 May 2025

ଭୃଣ ଶୈଶବ କୈଶୋର ପ୍ରୌଢ ଯୌବନ ବୃଦ୍ଧ

ଭୃଣ ଶୈଶବ କୈଶୋର ପ୍ରୌଢ ଯୌବନ ବୃଦ୍ଧ ମର ଦେହ ବହି କେ ସମର୍ଥ ଜିଣିବ ଷଢ଼ ଅବସ୍ଥା କାମ କ୍ରୋଧ ଲୋଭ ଅହଙ୍କାର ମୋହ ମାତ୍ସର୍ଯ୍ୟ ଚଞ୍ଚଳ ମନ ଜିଣି ନ ପାରି ହୁଏ ବହୁତ ହିନସ୍ଥା

No comments:

Post a Comment