Friday, 2 May 2025

ଦେବକୀ ରୂପରେ ମାଆ ଚିନ୍ତାମଣିଙ୍କୁ ଧରିଲୁ ଉଦରେ

ଦେବକୀ ରୂପରେ ମାଆ ଚିନ୍ତାମଣିଙ୍କୁ ଧରିଲୁ ଉଦରେ ଦୁର୍ଗା ଦୁର୍ଗତିନାଶିନୀ ରୂପେ ମହିଷା ବଧିଲୁ ତ୍ରିଶୁଳରେ ଶେଷ ନାଗ ଫଣା ଛାୟାରେ ପ୍ରଭୁ ଗଲେ ସୁଖ ଶୟନ ଶ୍ରୀକ୍ଷେତ୍ର ବିମଳା ରୂପେ ମାଆ ଜଗିଲୁ ସିଂହ ଦୁଆରେ

No comments:

Post a Comment