Wednesday, 14 May 2025

ଓଁ ଶ୍ରୀ ସାଇରାମ ପ୍ରେମ ହେ

ଓଁ ଶ୍ରୀ ସାଇରାମ ପ୍ରେମ ହେ ଓଁ ଶ୍ରୀ ସାଇରାମ ପ୍ରେମ ହେ ସେହି ଦୟାନିଧି ସୁଧାନିଧି ଲୀଳାନିଧି ଗୋବିନ୍ଦ ଛନ୍ଦାପାଦ ମୋ ବାଇଆ ମନ ଭ୍ରମର ଉଡ଼ିଯା ଉଡ଼ିଯା ପ୍ରଶାନ୍ତି ନିଳୟ ଛାଡିବୁ ମନ ରଙ୍କା ପଦ୍ମପାଦରେ ଏତେ ମହୁ ଏତେ ସୁଗନ୍ଧ

No comments:

Post a Comment