Thursday, 15 May 2025

ଆଉ କେତେ ତୁମେ ଯେ ଉପେକ୍ଷା କରିବ

ଆଉ କେତେ ତୁମେ ଯେ ଉପେକ୍ଷା କରିବ ହେ ଗୋବିନ୍ଦ ହେ ଗୋବିନ୍ଦ ଆଉ କେତେ ଏହି ପତିତ ଅପେକ୍ଷା କରିବ ଅଢେଇ ଦିନ ଏହି ସଂସାର ଯାତ୍ରା ଅଜଣା କି ଅନ୍ତର୍ଯ୍ୟାମୀ ହେ ଗୋବିନ୍ଦ ଆଉ କେତେବେଳେ ପାପି ଆଖିକୁ ଦିଶିବ

No comments:

Post a Comment