Thursday, 8 May 2025

ସ୍ୱରୂପ ତୋର ଅତି ନିର୍ମଳ ପ୍ରେମ

ସ୍ୱରୂପ ତୋର ଅତି ନିର୍ମଳ ପ୍ରେମ ହେ ଅପଲକ ଉଦାର ଅଣୁରେ ଅଣୁ ରେଣୁରେ ରେଣୁକୁ ନିବିଡ଼ରେ ପାରୁ ଛନ୍ଦି ଏହି ଅଖିଳ ନିଖିଳ ସମାନ ମୁହିଁ ତୋ ନିଜର ଦୀନବନ୍ଧୁ ହେ ବ୍ରହ୍ମଦାରୁ ତୋର ଚେରରେ ଦିଅ ମୋ ମନକୁ ବାନ୍ଧି

No comments:

Post a Comment