Thursday, 8 May 2025

ଯଦି ତୋ ଦର୍ଶନ ନାହିଁ ଏହି ମହା ପତିତ ଭାଗ୍ୟରେ

ଯଦି ତୋ ଦର୍ଶନ ନାହିଁ ଏହି ମହା ପତିତ ଭାଗ୍ୟରେ ହେ ମଧୁର କଳା ଗୋବିନ୍ଦ ମୁଁ ଅଭିମାନ କରିବି ନାହିଁ ଏତିକି କଲେ ଖିସି ହେବି ରଖିବୁ ବୈଷ୍ଣବ ଦ୍ୱାରରେ ତୋ ଭୋଜନ କାଳରେ ବଂଶୀ ବଦନକୁ ଥିବି ଚାହିଁ

No comments:

Post a Comment