Wednesday, 7 May 2025

ଅଚଳା ଭକ୍ତି ବୋଲେ କୃଷ୍ଣ ସର୍ବ ବିଦ୍ୟମାନ

ଅଚଳା ଭକ୍ତି ବୋଲେ କୃଷ୍ଣ ସର୍ବ ବିଦ୍ୟମାନ ଶିବ ଯୋଗୀ କହନ୍ତି କୃଷ୍ଣ କ୍ରିୟା କର୍ମ କର୍ତ୍ତା ନିର୍ମଳ ପ୍ରେମ ବୋଲେ କୃଷ୍ଣ ମୋହନ ବଂଶୀ ପହଣ୍ଡି ବିଜୟ କରିବେ ଏହି ସୁପ୍ରଭାତ ବାର୍ତ୍ତା

No comments:

Post a Comment