Wednesday, 7 May 2025

ଥରୁଟିଏ ଏହି ଆଖିରେ ତୋତେ ନ ଦେଖିଲି

ଥରୁଟିଏ ଏହି ଆଖିରେ ତୋତେ ନ ଦେଖିଲି କୃଷ୍ଣ ଥରୁଟିଏ କୃଷ୍ଣ ମଧୁର ବଂଶୀ ଧ୍ୱନି ନ ଶୁଣିଲା କାନ ଏହି ଅଖିଳ ସଂସାରକୁ ମଣି ତୋ ବାଇଶି ପାହାଚ ହେ ଚକାଡୋଳା ଚଢ଼ୁ ଚଢ଼ୁ ମୋର ସରିଗଲା ଦିନ

No comments:

Post a Comment