Thursday, 8 May 2025

ତୁମରି ଉପରେ ଅଭିମାନ

ତୁମରି ଉପରେ ଅଭିମାନ କରି ଚାରି ଧାଡି ନ ଲେଖିଲେ ହେ ଚକାଡୋଳା ଏହି ମହାପତିତର ହଜମ ହୁଏନା ଭାତ ଯେଣୁ ମୋ ହୃଦୟ ଚନ୍ଦନ ଅର୍ଗଳୀରେ ସଦା ତୋ ନିବାସ ଚାହିଁ ଦେଲେ ତୋ କଳା ବଦନକୁ ସ୍ଥିର ହୋଇଯାଏ ଚିତ୍ତ

No comments:

Post a Comment