Thursday, 8 May 2025

ହେ କୃଷ୍ଣ ଯେତେ ଦିନ ଥିବି ମୁହିଁ ମହୀରେ

ହେ କୃଷ୍ଣ ଯେତେ ଦିନ ଥିବି ମୁହିଁ ମହୀରେ ତୁମ୍ଭ ଛନ୍ଦା ପାଦରେ ଥୋଇଥିବି ମୋ ଚିତ୍ତ ମାଗିବି ମାଗିବି ବୋଲି ଯାହା ସଦା ଚିନ୍ତଇ ହେ ଅଧାଗଢା ଚାଲୁଥିବ ଧରି ମୋ ହାତ

No comments:

Post a Comment