Wednesday, 7 May 2025

ନିରନ୍ତର ସୁମତିର ପଣତ କାନି

ନିରନ୍ତର ସୁମତିର ପଣତ କାନି ଗଣ୍ଠିରେ ବନ୍ଧା ହେ କୃଷ୍ଣ ସିରିଆ ଘରେ ତୋ ଭୋଜନ ଶୟନ ଅତି ଚିକଣ ଉଜ୍ଜଳ କଳା ମୁଗୁନି ପଥର ଦେହ କିବା ପୁଣ୍ୟ ଅଛି ପତିତର କରିବ ପାଦ ବନ୍ଦନ

No comments:

Post a Comment