Monday, 5 May 2025

ଗୋବିନ୍ଦ ତୋ ନାମ ସଂକୀର୍ତ୍ତନ ମୋତେ ସୁଧା

ଗୋବିନ୍ଦ ତୋ ନାମ ସଂକୀର୍ତ୍ତନ ମୋତେ ସୁଧା ମଧୁର ମୋହନ ମୁରଲୀ ଶଶୀ ମୁଖି ଶ୍ରୀରାଧା କର୍ଣ୍ଣରେ ଥୋଇଲି ମୋହର ହୃଦୟ ପୁରିଗଲା ତୁଣ୍ଡରେ ଦିଅରେ ହରିଦାସ ଖଣ୍ଡିବ ଭଵବାଧା

No comments:

Post a Comment