Monday, 5 May 2025

ମୂର୍ତ୍ତିକା ପିଣ୍ଡୁଳା ଛାଞ୍ଚରେ ଚାପିଲେ

ମୂର୍ତ୍ତିକା ପିଣ୍ଡୁଳା ଛାଞ୍ଚରେ ଚାପିଲେ ଅନେକ ରୂପକୁ ଧରେ କାରୀଗର ଅତ୍ୟନ୍ତ ଶ୍ରଦ୍ଧାରେ ରଙ୍ଗ ତୁଳିରେ ଶୋଭା ଭରେ କ୍ରେତା ବିକ୍ରେତାଙ୍କର ମନ ମୋହନ ମୂର୍ତ୍ତିକା ବିଗ୍ରହ ସକଳ ଏକ ମାୟା ଶ୍ରୀଗୋବିନ୍ଦ ଷୋଳ ସହସ୍ର ଗୋପୀ ଚିତ ହରେ

No comments:

Post a Comment