A flower with 4 petals
Tuesday, 6 May 2025
ସର୍ବ ଦେବ କନ୍ୟା ମାତା ଶୁଭ୍ର
ସର୍ବ ଦେବ କନ୍ୟା ମାତା ଶୁଭ୍ର ବସ୍ତ୍ର ଆଵୃତ୍ତା ତପ୍ତ କାଞ୍ଚନ ଗୌରଙ୍ଗୀ ପରମ ବ୍ରାହ୍ମଣୀ ଜବା ଆଦି ଅଶେଷ ସୁଗନ୍ଧ ପୁଷ୍ପମାଳାରେ ବିଭୂଷିତା ସର୍ବ ଅବତାର ମାତା କୃଷ୍ଣ ଭଗିନୀ ମହାନ ପରାକ୍ରମ ମହିଷା ମର୍ଦ୍ଦିନୀ ସର୍ବାଙ୍ଗ ହଳଦୀ ଲେପିତ ତ୍ରାହି ତ୍ରାହି ମାଆ ମଙ୍ଗଳା ଚରଣ ଆଶ୍ରିତା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment