A flower with 4 petals
Tuesday, 6 May 2025
କମଳ ସୂର୍ଯ୍ୟକୁ ଅପେକ୍ଷା କରିବା ସମ ହେ
କମଳ ସୂର୍ଯ୍ୟକୁ ଅପେକ୍ଷା କରିବା ସମ ହେ ଗୋବିନ୍ଦ ଆହେ କମଳା ରମଣ ଏହି ପତିତ କରିଛି ଅପେକ୍ଷା ମାରୁତି ଜାନକୀ ପତିଙ୍କୁ ସ୍ମରଣ କରିବା ସମ ଚିନ୍ତଇ ଥରୁଟେ ମୋତେ ଦର୍ଶନ ଦିଅ ଅସହ୍ୟ ହୁଏ ଉପେକ୍ଷା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment