Sunday, 4 May 2025

କଳି ଯୁଗ ନାରୀ

ମୁହିଁ ଶଶୁରଙ୍କୁ କେବେ ନ ମଣିଲି ବାପା ଶାଢ଼ୀ ଚୁଡ଼ି ଗହଣା ଗଣ୍ଠିଲି ମୋ ସମ୍ପତି କାଳ ବିତେ ମୋର ବାପା ଘର ଚିନ୍ତାରେ ସ୍ୱାମୀଙ୍କୁ ପ୍ରଶଂସା କଲେ କରେ ଆପତ୍ତି

No comments:

Post a Comment