A flower with 4 petals
Sunday, 4 May 2025
ସକଳ ଚିନ୍ତା କର୍ମ ହୁଅଇ ଶରଦ ଗଗନ ନିର୍ମଳ
ସକଳ ଚିନ୍ତା କର୍ମ ହୁଅଇ ଶରଦ ଗଗନ ନିର୍ମଳ ହେ ଗୋବିନ୍ଦ ତୋ ଛନ୍ଦାପାଦକୁ କଲେ ସ୍ମରଣ ବାଇଶି ପାହାଚ ଚଢି ପହଞ୍ଚେ ଗରୁଡ ପଛରେ ସ୍ୱରୂପକୁ ଲଭି ବିସ୍ମୃତ ହୁଏ ଜର ଜରା ମରଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment